19/08/2025
ବରଗଡ ଜିଲ୍ଲା ଭଟଲି ବ୍ଲକ୍ ମୂଲଵାର ଗ୍ରାମପଞ୍ଚାୟତ ର ରାଉତପରା ଗ୍ରାମର ଆଦିବାସୀ କୂଳର ଗୈାରବ ଓ ଗର୍ବ। ଶ୍ରୀମାନ ନିରାକାର ଭୁଏ ଓ ଶ୍ରୀମତୀ ଲଳିତା ଭୁଏ ଙ୍କ ସୁ ପୁତ୍ର ସତପ୍ରେମ ଭୁଏ ସେ NEET 2025 ପରିକ୍ଷା ରେ ଉତ୍ତୀର୍ଣ୍ଣ ହୋଇ MBBS ରେ ନାମ ଲେଖାଇବା ପାଇଁ ସ୍ଥାନ ହାସଲ କରିଛନ୍ତି। ସେ ନିଜର ଦୃଢ଼ ଇଚ୍ଛାଶକ୍ତି , ପରିଶ୍ରମ, ସଂଘର୍ଷ ଓ ସଙ୍କଳ୍ପ ର ସୁନ୍ଦର ଉଦାହରଣ ସୃଷ୍ଟି କରିଛି। ତାଙ୍କ ର ଏହି ଅବିସ୍ମରଣୀୟ ସଫଳତା କେବଳ ରାଉତପରା ଗ୍ରାମର ନୁହେଁ ସମଗ୍ର ଆଦିବାସୀ ସମାଜର ର ସମ୍ମାନ ଓ ବରଗଡ଼ ଜିଲ୍ଲାର ପ୍ରେରଣା ର ଉତ୍ସ ଅଟେ। ସେ ଅନେକ ଦୁଃଖ ର ସାମ୍ନା କରି ସଫଳତା ର ଚୂଡାରେ ପହଞ୍ଚି ଥିବାରୁ ଆମର ଅନ୍ତର୍ନିହିତ ଆନ୍ତରିକତା ସହ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛୁ ତାଙ୍କ ର ଏହି ସୁପଥ ଯାତ୍ରା ଆଗାମୀ ପୀଢ଼ି ପାଇଁ ଉତ୍ସ ହୋଇ ରହୁ । ତାଙ୍କ ର ସ୍ବପ୍ନ ଆଉ ବଡ ହେଉ ଏବଂ ତାଙ୍କ ଚଳାପଥରେ ଆଗାମୀ ପିଢୀ ର ସ୍ବପ୍ନ ସାକାର କରୁ ଏହାହିଁ ଆମର ଭଗବାନ ଠାରେ ପ୍ରାର୍ଥନା।