01/01/2026
*ଇଂରାଜୀ ନବବର୍ଷ ଉପଲକ୍ଷେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି, ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଦିନ ଅତିବାହିତ ହେଉ ଏତିକି ପ୍ରାର୍ଥନା* 🙏
*ଜୟ ଜଗନ୍ନାଥ* ❣️🙏❣️