21/11/2019
କେନ୍ଦୁଝର ଜିଲ୍ଲା, ହାଟଡିହି ବ୍ଲକ, ଆନନ୍ଦପୁର ଥାନା ଅନ୍ତର୍ଗତ, ଶିବନାରାୟଣପୁର ଗ୍ରାମର ଶ୍ରୀଯୁକ୍ତ ଖଗେଶ୍ୱର ଘଡେଇଙ୍କ ଏକମାତ୍ର ପୁତ୍ର ଶ୍ରୀ ବିଜୟ କୁମାର ଘଡେଇ(ବିଜୁ)ଙ୍କ ର (20.11.2019 ) ଦୁଃର୍ଭାଗ୍ୟ ବଶତଃ ଚାଷ ଜମିରେ power triller ରେ ହଳ କରୁଥିବା ଅବସ୍ଥାରେ ଦୁର୍ଘଟଣା ଘଟିଛି l ଯାହାଦ୍ୱାରା ତାଙ୍କର ବାମ ଗୋଡ ଟି power triller ର ଲଙ୍ଗଳ ଭିତରେ ସମ୍ପୂର୍ଣ ପଶି ଯାଇଥିଲା, ତାଙ୍କୁ ଚାଷ ଜମି ନିକଟ ରେ ଥିବା କିଛି ଚାଷୀ ଭାଇ ଉଦ୍ଧାର କରି ସାଙ୍ଗେ ସାଙ୍ଗେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା କୁ ନେଇ ଯାଇଥିଲେ l ସେଠାରେ ପ୍ରାଥମିକ ଚିକିତ୍ଛl ପରେ କଟକ ଅଶ୍ୱିନୀ ମେଡିକାଲ କୁ ସ୍ଥାନାନ୍ତର କରା ଯାଇଛି,ଡାକ୍ତର ଙ୍କ କହିବl ଅନୁଯାୟୀ 5 ଲକ୍ଷ ଟଙ୍କା ଉପରେ ଖର୍ଚ ହେବ l ସେ ଆଜ୍ଞା ଜଣେ ନିତ୍ୟଂତ ଗରିବ ଚାଷୀ ଜଣେ, ଏତେ ଟଙ୍କା ଦେଇ ଚିକିତ୍ଛl ହେବl ତାଙ୍କ ପ୍ରତି ଅସମ୍ଭବ l ତେଣୁ ଆପଣ ମାନଙ୍କୁ ବିନୀତ ଅନୁରୋଧ କି ଆପଣମାନେ ଯଦି କିଛି ସାହାଯ୍ୟ କରନ୍ତି,ହୁଏତ ପିଲାଟିର ଜୀବନ ବଞ୍ଚି ଯାଇପାରେ l ଯଦି ଆପଣମାନେ ସହୃଦୟ ରେ କିଛି କିଛି ଦବl ପାଇଁ ଚାହାଁନ୍ତି ତେବେ ନିମ୍ନଲିଖିତ bank account ରେ କିଛି ଅର୍ଥ ଦେଇ ସାହାଯ୍ୟ କରି ପାରିବେ l
Account Number- 919658486011
IFSC- PYTM0123456
Name- JAJATI KESHARI DANKA
Account No- 34900972890
IFSC- SBIN0001086
Name- JAJATI KESHARI DANKA
PHONE PAY- 9658486011
Paytm- 9658486011
Upi- 9658486011@paytm
keshari.jajati5@Ybl