28/02/2026
ବଡ଼ଚଣାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅମର କୁମାର ନାୟକ (ବାପୁ ଭାଇ )ଙ୍କ ବଡବାପା ତଥା ବିଶିଷ୍ଟ ଶିକ୍ଷାବିତ ସ୍ବର୍ଗତ ସୁଲଭ ଚରଣ ନାୟକ ଏବଂ ବଡ଼ ବୋଉ ସ୍ବର୍ଗତ ମୁକ୍ତା ମଞ୍ଜରୀ ନାୟକଙ୍କ ଏକାଦଶହ କାର୍ଯ୍ୟକ୍ରମରେ ଯୋଗଦେଇ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ଅବସରରେ...!
🙏🙏
ଜୟ ଜୟ ଜଗନ୍ନାଥ 🚩🙏