Capital High School Unit-3 Bhubaneswar

Capital High School Unit-3 Bhubaneswar Website: http://capitalhighschoolbhubaneswar.com
EMail: [email protected]
Phone: 0674-2392583 Of Odisha.

Capital High School, located in Bhubaneswar, Orissa, India is one of the oldest schools in the state of Orissa and was established in the year 1951.It is affiliated to the Board of Secondary Education, Orissa under state Govt. The school has celebrated its Diamond Jubilee Celebrations in April 2012.

CHS 83 WELFARE SOCIETY ଅ CHS ଆଲୁମିନି ଟ୍ରଷ୍ଟ ଙ୍କ ମିଳିତ ଉଦ୍ୟମ ରେ କ୍ୟାପିଟାଲ ହାଇସ୍କୁଲ ର ୧୦ମ ରେ ପଢୁଥିବା 40 ଜଣ ମେଧାବୀ ଛାତ୍ର ଛା...
18/05/2026

CHS 83 WELFARE SOCIETY ଅ CHS ଆଲୁମିନି ଟ୍ରଷ୍ଟ ଙ୍କ ମିଳିତ ଉଦ୍ୟମ ରେ କ୍ୟାପିଟାଲ ହାଇସ୍କୁଲ ର ୧୦ମ ରେ ପଢୁଥିବା 40 ଜଣ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କର ଆସନ୍ତା ମାଟ୍ରିକ ପରୀକ୍ଷାରେ ଉନ୍ନତ ଫଳ କରିବା ପାଇଁ ଏକ ବିଶେଷ ନିଃଶୁକ୍ଳ ଶିକ୍ଷା ଦାନ (Special Coaching class) PROJECT VIDYA VIKASH (CHS SMART 40) 18/26 ତାରିଖ ଠାରୁ ସକାଳେ 6.30 ମିନିଟ୍ ରୁ 8.30 ପର୍ଯ୍ୟନ୍ତ ଜିଲ୍ଲାପାଳ ଙ୍କ ଅନୁମତି ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ତତ୍ତ୍ଵାବଧାନରେ ଆଜିଠାରୁ ଆରମ୍ଭ ହେଉଛି l

ଏଥିରେ ଏକ ପ୍ରବେଶ ପରୀକ୍ଷା ମାଧ୍ୟମ ରେ 40 ଜଣଙ୍କୁ ମନୋନୀତ କରାଯାଇଥିବାବେଳେ ଆମ ବିଦ୍ୟାଳୟର ପୁରାତନ ଶିକ୍ଷକ ଓ ପୁରାତନ ଛାତ୍ର ଶିକ୍ଷା ଦାନ କରିବାକୁ ସହମତି ପ୍ରକାଶ କରିଛନ୍ତି l ସମ୍ପୂର୍ଣ୍ଣ କାର୍ଯ୍ୟ ସ୍କୁଲ ପରିଚାଳନା କମିଟି ଦ୍ୱାରା ପରିଚାଳିତ ହେବ l CHS 83 Welfare Society ତରଫରୁ ସମସ୍ତ ଶିକ୍ଷା ସମ୍ବନ୍ଧିତ ଖର୍ଚ୍ଚ ବହନ କରିବା ସହିତ ଏହାକୁ ତଦାରଖ କରାଯିବ ବୋଲି ଆଜି CHS 83 Welfare Society ତରଫରୁ ଏକ ବୈଠକ ରେ ନିଷ୍ପତି ନିଆଯାଇଛି l କିଛି ସଭ୍ୟ ସବୁଦିନ ଯାଇ ତଦାରଖ କରିବା ସହିତ ପ୍ରତି ମାସରେ ଆର୍ଥିକ ସହାୟତା ଦେବାପାଇଁ ସୀକୃତି ଦେଇଛନ୍ତି l

ଏହି ମହତ୍ କାର୍ଯ୍ୟ ପାଇଁ ଯଦି କେହି ସଭ୍ୟ କୌଣସି ପ୍ରକାର ମତାମତ ବା ଶାରୀରିକ / ଆର୍ଥିକ ସହଯୋଗ ଦେବାପାଇଁ ଇଛୁକ ଥିବେ ସେମାନେ ସଭାପତି ବିଜୟ କୁମାର ପାତ୍ର ଙ୍କ ସହିତ ଯୋଗାଯୋଗ କରିବାକୁ society ସହିତ ଯୋଗାଯୋଗ କରିବାକୁ ଜଣା ଯାଇଛି l

ଆମର ସମ୍ମାନୀୟ ଶିକ୍ଷକ ଶ୍ରୀଯୁକ୍ତ ବାସୁଦେବ ମହାପାତ୍ର ଙ୍କ ଦ୍ଵାରା ଆଜି ଏହି ଶିକ୍ଷାଦାନ ର ଶୁଭାରମ୍ଭ କରାଯାଇଥିବାରୁ ଆମେ ତାଙ୍କର ଏହି ଉତ୍ସର୍ଗୀକୃତ ଅବଦାନ ପାଇଁ ପ୍ରଣାମ ଜଣାଉଛୁ l

ଖବର ସୌଜନ୍ୟ : Mriganka Sekhar Chhotaray

Address

Unit/3
Bhubaneswar

Telephone

0674-2392583

Website

Alerts

Be the first to know and let us send you an email when Capital High School Unit-3 Bhubaneswar posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Capital High School Unit-3 Bhubaneswar:

Share