Barjupur CSC

Barjupur CSC 𝗕𝗮𝗿𝗷𝘂𝗽𝘂𝗿 𝗲𝗦𝗲𝘃𝗮 𝗞𝗲𝗻𝗱𝗿𝗮
𝐴 𝐺𝑃 𝐿𝑒𝑣𝑒𝑙 𝐶𝑆𝐶, 𝐵𝑒𝑡𝑛𝑎 𝐺𝑟𝑎𝑚𝑝𝑎𝑛𝑐ℎ𝑎𝑦𝑎𝑡

☎️ (𝟬𝟲𝟳𝟵𝟮) 𝟮𝟱𝟮𝟭𝟴𝟴

𝙀𝙢𝙖𝙞𝙡 : 𝙝𝙚𝙡𝙥@𝙗𝙖𝙧𝙟𝙪𝙥𝙪𝙧𝙘𝙨𝙘.𝙞𝙣
𝙒𝙚𝙗𝙨𝙞𝙩𝙚: 𝙬𝙬𝙬.𝙗𝙖𝙧𝙟𝙪𝙥𝙪𝙧𝙘𝙨𝙘.𝙞𝙣

𝘉𝘢𝘳𝘫𝘶𝘱𝘶𝘳 𝘦𝘚𝘦𝘷𝘢 𝘒𝘦𝘯𝘥𝘳𝘢 (𝐁𝐞𝐭𝐧𝐚 𝐆𝐏 𝐋𝐞𝐯𝐞𝐥 𝐂𝐒𝐂/𝐌𝐨 𝐒𝐞𝐛𝐚 𝐊𝐞𝐧𝐝𝐫𝐚) 𝘪𝘴 𝘵𝘩𝘦 𝘢𝘤𝘤𝘦𝘴𝘴 𝘱𝘰𝘪𝘯𝘵𝘴 𝘧𝘰𝘳 𝘥𝘦𝘭𝘪𝘷𝘦𝘳𝘺 𝘰𝘧 𝘦𝘴𝘴𝘦𝘯𝘵𝘪𝘢𝘭 𝘱𝘶𝘣𝘭𝘪𝘤 𝘶𝘵𝘪𝘭𝘪𝘵𝘺 𝘴𝘦𝘳𝘷𝘪𝘤𝘦𝘴, 𝘴𝘰𝘤𝘪𝘢𝘭 𝘸𝘦𝘭𝘧𝘢𝘳𝘦 𝘴𝘤𝘩𝘦𝘮𝘦𝘴, 𝘩𝘦𝘢𝘭𝘵𝘩𝘤𝘢𝘳𝘦, 𝘧𝘪𝘯𝘢𝘯𝘤𝘪𝘢𝘭, 𝘦𝘥𝘶𝘤𝘢𝘵𝘪𝘰𝘯 𝘢𝘯𝘥 𝘢𝘨𝘳𝘪𝘤𝘶𝘭𝘵𝘶𝘳𝘦 𝘴𝘦𝘳𝘷𝘪𝘤𝘦𝘴, 𝘢𝘱𝘢𝘳𝘵 𝘧𝘳𝘰𝘮 𝘩𝘰𝘴𝘵 𝘰𝘧 𝘉2𝘊 𝘴𝘦𝘳𝘷𝘪𝘤𝘦𝘴 𝘵𝘰 𝘤𝘪𝘵𝘪𝘻𝘦𝘯𝘴 𝘪𝘯 𝘳𝘶𝘳𝘢𝘭 𝘢𝘯𝘥 𝘳𝘦𝘮𝘰𝘵𝘦 𝘢𝘳𝘦𝘢𝘴 𝘰𝘧 𝘵𝘩𝘦 𝘤𝘰𝘶𝘯𝘵𝘳𝘺. 𝘐𝘵 𝘪𝘴 𝘢 𝘱𝘢𝘯-𝘐𝘯𝘥𝘪𝘢 𝘯𝘦𝘵𝘸𝘰𝘳𝘬 𝘤𝘢𝘵𝘦𝘳𝘪𝘯𝘨 𝘵𝘰 𝘳𝘦𝘨𝘪𝘰𝘯𝘢𝘭, 𝘨𝘦𝘰𝘨𝘳𝘢𝘱𝘩𝘪𝘤, 𝘭𝘪𝘯𝘨𝘶𝘪𝘴𝘵𝘪𝘤 𝘢𝘯𝘥 𝘤𝘶𝘭𝘵𝘶𝘳𝘢𝘭 𝘥𝘪𝘷𝘦𝘳𝘴𝘪𝘵𝘺 𝘰𝘧 𝘵𝘩𝘦

𝘤𝘰𝘶𝘯𝘵𝘳𝘺, 𝘵𝘩𝘶𝘴 𝘦𝘯𝘢𝘣𝘭𝘪𝘯𝘨 𝘵𝘩𝘦 𝘎𝘰𝘷𝘦𝘳𝘯𝘮𝘦𝘯𝘵'𝘴 𝘮𝘢𝘯𝘥𝘢𝘵𝘦 𝘰𝘧 𝘢 𝘴𝘰𝘤𝘪𝘢𝘭𝘭𝘺, 𝘧𝘪𝘯𝘢𝘯𝘤𝘪𝘢𝘭𝘭𝘺 𝘢𝘯𝘥 𝘥𝘪𝘨𝘪𝘵𝘢𝘭𝘭𝘺 𝘪𝘯𝘤𝘭𝘶𝘴𝘪𝘷𝘦 𝘴𝘰𝘤𝘪𝘦𝘵𝘺.

Post Matric Scholarship ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି (୨୦୨୫ -୨୬) ପାଇଁ ଆବେଦନ ଆରମ୍ଭ ହୋଇଯାଇଛି।👉 ST, SC, OBC/SEBC ଓ EBC ଶ୍ର...
28/09/2025

Post Matric Scholarship ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି (୨୦୨୫ -୨୬) ପାଇଁ ଆବେଦନ ଆରମ୍ଭ ହୋଇଯାଇଛି।
👉 ST, SC, OBC/SEBC ଓ EBC ଶ୍ରେଣୀର ଛାତ୍ରଛାତ୍ରୀମାନେ ନୂତନ ପଞ୍ଜିକରଣ ଏବଂ ନବୀକରଣ ଆମ କେନ୍ଦ୍ର କୁ ଆସି କରିପାରିବେ ।
CSC Barjupur

*ODISHA SCHOLARSHIP*-Skill Development-Green Passage:Last date- 27 Oct, 2025Sudakshya Scheme for Girls: 27 Oct, 2025-Hig...
23/09/2025

*ODISHA SCHOLARSHIP*
-Skill Development-
Green Passage:Last date- 27 Oct, 2025
Sudakshya Scheme for Girls: 27 Oct, 2025

-Higher Education Dept.-
Vyasakabi Fakirmohan Bhasabruti: 9 Oct, 2025
Gopabandhu Sikhya Sahayata Yojana: 9 Oct, 2025
e-Medhabruti - U.G Merit: 9 Oct, 2025
e-Medhabruti - Technical and Professional:9 Oct, 2025
e-Medhabruti - PG Merit: 9 Oct, 2025

*Documents List*
1- ADHAR CARD
2-PASSPORT PHOTO
3-COLLEGE ADMISSION FEE RECIEPT
4-COLLEGE ID CARD
5- CASTE/RESIDENT/INCOME CERTIFICATE
6- DISABILITY CERIFICATE
7-METRIC CERTIFICATE
8- +2 CERTIFICATE
9- ADHAR LINKED MOBILE


*Contact:*
Barjupur Eseva Kendra, Barjupur

Phone No: (06792)252188
www.barjupurcsc.in

  Scholarship online apply date extended.Last date: 30 September 2025
18/09/2025

Scholarship online apply date extended.
Last date: 30 September 2025

22/07/2025
୭୦ବର୍ଷ ରୁ ଉର୍ଦ୍ଧ୍ବ ସମସ୍ତ ଯୋଗ୍ୟ ହିତାଧିକାରୀ ମାନେ ପ୍ରଧାନମନ୍ତ୍ରୀ ବୟୋ ବନ୍ଦନା ଯୋଜନା ରେ ସମ୍ପୂର୍ଣ୍ଣ ମାଗଣା ରେ ଆବେଦନ କରିପାରିବେ। ଆବ...
13/04/2025

୭୦ବର୍ଷ ରୁ ଉର୍ଦ୍ଧ୍ବ ସମସ୍ତ ଯୋଗ୍ୟ ହିତାଧିକାରୀ ମାନେ ପ୍ରଧାନମନ୍ତ୍ରୀ ବୟୋ ବନ୍ଦନା ଯୋଜନା ରେ ସମ୍ପୂର୍ଣ୍ଣ ମାଗଣା ରେ ଆବେଦନ କରିପାରିବେ। ଆବେଦନ ପାଇଁ କେବଳ ଆଧାର କାର୍ଡ ଓ ସକ୍ରିୟ ମୋବାଇଲ ଆବଶ୍ୟକ।

ଆମ ଅଂଚଳ (ବେତନା ଗ୍ରାମ ପଂଚାୟତ) ଓ ଆଖପାଖ ଅଂଚଳ (ବାରିପଦା ସହରାଞ୍ଚଳ) ୭୦ ବର୍ଷ ରୁ ଉର୍ଦ୍ଧ୍ବ ଯଦି କୌଣସି ବ୍ୟକ୍ତି ଚଳାବୁଲା କରିବାକୁ ଅକ୍ଷମ, ଆମ ସହ ଯୋଗାଯୋଗ କଲେ ଆମ୍ଭେ ତାଙ୍କ ରହିବା ସ୍ଥାନରେ ଯାଇ ତାଙ୍କୁ ଏହି ଯୋଜନା ରେ ସାମିଲ କରିବାକୁ ପ୍ରୟାସ କରିବୁ।

          ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) 2024 ର ଆବେଦନ ପ୍ରକ୍ରିୟା ରେ  ଗ୍ରାମାଞ୍ଚଳ ଲୋକ ମାନେ କିଭଳି ନିଜ ମୋବାଇଲ ରେ ନିଜେ ସର୍...
26/01/2025



ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) 2024 ର ଆବେଦନ ପ୍ରକ୍ରିୟା ରେ ଗ୍ରାମାଞ୍ଚଳ ଲୋକ ମାନେ କିଭଳି ନିଜ ମୋବାଇଲ ରେ ନିଜେ ସର୍ଭେ ଓ ପଞ୍ଜିକରଣ କରିବେ, ସେ ବିଷୟରେ ସମ୍ପୂର୍ଣ ତଥ୍ୟ ଏହି ଭିଡିଓ ରେ ଦିଆଯାଇଛି, ଆଶା କରେ ଏହା ସାଧାରଣ ଲୋକଙ୍କୁ ଆବେଦନ କରିବାରେ ସହାୟକ ହେବ। ଯଦି କେହି ଆବେଦନ ବେଳେ କୌଣସି ଅସୁବିଧା ର ସମ୍ମୁଖୀନ ହେଉଛନ୍ତି, ତେବେ କମେଣ୍ଟ କରନ୍ତୁ, ଆମେ ତାଙ୍କୁ ଯଥା ସମ୍ଭବ ବୈଷୟିକ ସହାୟତା କରିବାକୁ ଚେଷ୍ଠା କରିବୁ।

Address

Barjupur, Baripada Sadar, Mayurbhanj
Baripada
757003

Opening Hours

Monday 8am - 9pm
Tuesday 8am - 9pm
Wednesday 8am - 9pm
Thursday 8am - 9pm
Friday 6am - 9pm
Saturday 9am - 9pm

Telephone

+919437012910

Alerts

Be the first to know and let us send you an email when Barjupur CSC posts news and promotions. Your email address will not be used for any other purpose, and you can unsubscribe at any time.

Share