13/06/2026
20 ବର୍ଷ, 30 ବର୍ଷ ନା 40 ବର୍ଷ? 🤔
Term Insurance ରେ ସଠିକ୍ ପ୍ରଶ୍ନ ଏହା ନୁହେଁ।
ସଠିକ୍ ପ୍ରଶ୍ନ ହେଉଛି —
“ମୋ family ମୋ income ଉପରେ କେତେଦିନ depend କରିବ?” 👨👩👧👦
ଯଦି policy term ସରିଗଲା, କିନ୍ତୁ responsibility ସରିନାହିଁ —
home loan ବାକି, ପିଲାଙ୍କ education ବାକି, spouse dependent, marriage responsibility ବାକି —
ତେବେ ଏହା ଆପଣଙ୍କ family ପାଇଁ ବଡ଼ financial risk ହୋଇପାରେ।
✅ Policy term ବାଛିବା ପୂର୍ବରୁ ଏହି 4ଟି ଜିନିଷ check କରନ୍ତୁ:
1️⃣ Home loan କେବେ ସରିବ?
2️⃣ Children education କେବେ complete ହେବ?
3️⃣ Spouse income-independent କେବେ ହେବେ?
4️⃣ Major family responsibilities କେବେ ସରିବ?
Term insurance age ପାଇଁ ନୁହେଁ, responsibility ପାଇଁ ନିଆଯାଏ। 🔐
ଆପଣଙ୍କ ମତରେ ideal policy term କେତେ ହେବ — 20, 30 ନା 40 years? Comment କରନ୍ତୁ 👇
Educational purpose only. Policy କିଣିବା ପୂର୍ବରୁ official policy document, Customer Information Sheet ଓ terms carefully check କରନ୍ତୁ।