16/02/2025
ପ୍ରିୟ ଗ୍ରାହକ ବନ୍ଧୁ ଆଗକୁ ଆସୁଥିବା ସରକାରୀ ଯୋଜନା
ପ୍ରଧାନ ମନ୍ତ୍ରୀ ଫସଲ ବୀମା (ମରୁଡ଼ିରେ, ବାତ୍ୟାରେ, ବର୍ଷାରେ ଧୋଇ ) , କାଳିଆ ଯୋଜନା, ପିଏମ୍ କିଷାନ ଇତ୍ୟାଦି। ଦେବାପାଇଁ ନିଜ ନାମରେ ଜମି ଥିବା ମାଲିକ ମାନଙ୍କୁ ସରକାର ଚିହ୍ନଟ କରୁଛନ୍ତି। ଯାହାକୁ agri stack ବା ଜମି ପାସ୍ ବୁକ୍। କୁହାଯାଏ।
ଯଦି ଏହାର ଲାଭ ପାଇବାକୁ ଚାହାଁନ୍ତି। ତେବେ ଆମ ସହ ଯୋଗାଯୋଗ କରନ୍ତୁ।
୯୧୨୪୧୮୦୫୯୨
ଆବଶ୍ୟକୀୟ କାଗଜ ପତ୍ର (ଦସ୍ତାବିଜ୍) -
୧-ନିଜ ନାମରେ ଥିବା ସମସ୍ତ ପଟ୍ଟା (ଘରବାରି ଛାଡ଼ି)
୨-ଆଧାର କାର୍ଡ
୩-ମୋବାଇଲ୍ ଫୋନ୍
୪-ଯଦି ଆପଣଙ୍କର ଆଧାର ସହ ମୋବାଇଲ୍ ଯୋଡ଼ି ହୋଇଛି ତେବେ ସେହି ଫୋନ୍ ଟି ଆଣିବାକୁ ଅନୁରୋଧ....