Lic Chief Life Insurance Advisor.CLIA

Lic Chief Life Insurance Advisor.CLIA Contact information, map and directions, contact form, opening hours, services, ratings, photos, videos and announcements from Lic Chief Life Insurance Advisor.CLIA, Insurance Company, Cherangajhanj, Paikmal.

ନିଜର ପରିଚୟ କେବଳ ବଡ଼ ଲୋକଙ୍କ ସହିତ ହେବା କଥା ତା ମାନେ ନୁହେଁ ଯିଏ ଆପଣଙ୍କ ସହିତ ସାଥ ଦିଏ ସେହି ମାନଙ୍କ ସହିତ ସାଥ ରହିବା କଥା,, ଦିନ ଟି ମ...
22/04/2026

ନିଜର ପରିଚୟ କେବଳ ବଡ଼ ଲୋକଙ୍କ ସହିତ ହେବା କଥା ତା ମାନେ ନୁହେଁ ଯିଏ ଆପଣଙ୍କ ସହିତ ସାଥ ଦିଏ ସେହି ମାନଙ୍କ ସହିତ ସାଥ ରହିବା କଥା,,
ଦିନ ଟି ମଙ୍ଗଳ ମୟ ହଉ
ଜୟ ଜଗନ୍ନାଥ ଜୟ ପ୍ରଭୁ ଶ୍ରୀ ନୃସିଂହ ନାଥ
ରାଧେ ରାଧେ 🕉️👏💯✅

20/04/2026

पुरी मंदिर का वो रहस्य... जो आज तक किसी ने नहीं बताया!
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
ଜୟ ଜଗନ୍ନାଥ 🚩🚩🚩👏👏👏🚩🚩🚩

20/04/2026

ବନ୍ଧୁ ସମୟ ବହୁତ୍ ଅନୋଖା ଅଟେ,, ଧୈର୍ଯ୍ୟ ର ସହ ଅପେକ୍ଷା କର ,, ନିଶ୍ଚୟ ବଦଳି ଯିବ,, ଆଜି ଉପରେ ଅଛ ତ କାଲି ନିଶ୍ଚୟ ତଳକୁ ଖସି ବ,, ଜୟ ଜଗନ୍ନାଥ 👏

#ବିରସେନପ୍ରଧନ
fans

20/04/2026

Na Gin Gin ke dia na Taul Ke diaa mere Maha Kaal ne Dill khol ke Diaa,,. Jay Mahakal Har Har Mahadev 🚩👏👏👏🌺🚩
#ବିରସେନପ୍ରଧନ


fans Shubhankar Mishra Lic Chief Life Insurance Advisor.CLIA Sanjay Singh Ranjeeta Jani Sankar Kar Laxmikanta Das Assistant Paban Human Rathi

Some written on Lic Agent: ବୀମା ଅଭିକର୍ତ୍ତା LIC Aent,, ବା CLIA ଯିଏ କି ହଉ ନା କାହିଁକି ସେ ଘର ଘର ବୁଲି କେବଳ କେବଳ ଯେ ବୀମା କରିବା...
20/04/2026

Some written on Lic Agent:

ବୀମା ଅଭିକର୍ତ୍ତା LIC Aent,, ବା CLIA ଯିଏ କି ହଉ ନା କାହିଁକି
ସେ ଘର ଘର ବୁଲି କେବଳ କେବଳ ଯେ ବୀମା କରିବାକୁ ବା ନିଜ ର କିଛି ଟଙ୍କା ପାଇଁ ଯାଇ ନଥାଏ କି ଘର ଘର ବୁଲି LIC PREMIUM ଟଙ୍କା ତା ନିଜ ପାଇଁ ମାଗି ନଥାଏ ।
premium ବା ଜମା କରିବା ବୀମା ଟଙ୍କା ମାଗିଥାଏ କେବଳ ତା ନିଜ ପାଇଁ ନୁହେଁ। ସେଇ ପରିବାର ହେଉ କିମ୍ବା ସେ ବୀମିତ ବ୍ୟକ୍ତି ର ପରିବାର ସୁରକ୍ଷା ପାଇଁ । ସେଇ ପରିବାର ର ଦୁର୍ଘଟଣା,, ରୋଗ , ଜରୁରୀ ଅଭାବ ରେ ଆର୍ଥିକ ବ୍ୟବସ୍ଥା ସହଯୋକ,, ଅକାଳ ବିୟୋଗ ରେ ଆର୍ଥିକ ସୁରକ୍ଷା Claim payment କରିବା ଗୋଟେ Lic Agent ବା CLIA ର ପ୍ରମୁଖ କାମ,,

ବିମିତ ବ୍ୟକ୍ତି ର ବା ବୀମା କରିଥିବା ପରିବାର ର ଲୋକ ଙ୍କ ପାଖକୁ ପ୍ରଥମ କରି lic Agent ବା CLIA ହିଁ ଯାଇ ଥାଏ ସେ ପରିବାର ସୁରକ୍ଷା ବା ସାହାଯ୍ୟ ସହଯୋଗ ପାଇଁ । ଆଉ କେଉଁ Company କିମ୍ବା ସଂସ୍ଥା ତା ଘର କୁ ଯାଇ ନଥାଏ Claim processing ପାଇଁ ।
୨୫ ବର୍ଷ ଧରି କାମ କରିବା ଭିତରେ ସହ ରୁ ହଜାର ପରିବାର ର ଆର୍ଥିକ ବୀମା claim payament କରିବା ଏକ ଗୌରବ ଏବଂ ସେଇ ପ୍ରଭୁ ଉପର ବାଲା ର କୃପା ଆଶୀର୍ବାଦ ମୋ ଅନ୍ତ ର ର ଅନୁଭୂତି ଭାବନା,,,
ଜୟ ଶ୍ରୀ ରାମ ଜୟ ଜଗନ୍ନାଥ ଜୟ ପ୍ରଭୁ ଶ୍ରୀ ନୃସିଂହ ନାଥ
🌺🌺🌺👏👏👏👏🕉️🕉️🕉️🕉️

ଭାରତୀୟ ଜୀବନ ବୀମା ନିଗମ,, ସମ୍ବଲପୁର ମଣ୍ଡଳ ପଦ୍ମପୁର ଶାଖା @🛡️ ବୀମା — ପରିବାରର ସୁରକ୍ଷା କବଚ 🛡️ଜୀବନ ଅନିଶ୍ଚିତ… କିନ୍ତୁ ଆପଣଙ୍କ ପରିବାର...
19/04/2026

ଭାରତୀୟ ଜୀବନ ବୀମା ନିଗମ,, ସମ୍ବଲପୁର ମଣ୍ଡଳ ପଦ୍ମପୁର ଶାଖା @

🛡️ ବୀମା — ପରିବାରର ସୁରକ୍ଷା କବଚ 🛡️
ଜୀବନ ଅନିଶ୍ଚିତ… କିନ୍ତୁ ଆପଣଙ୍କ ପରିବାରର ଭବିଷ୍ୟତ୍ ନିଶ୍ଚିତ ହୋଇପାରେ।
👨‍👩‍👧‍👦 କାହିଁକି ବୀମା ଆବଶ୍ୟକ?
✔️ ଅକାଳ ଦୁର୍ଘଟଣାରେ ଆର୍ଥିକ ସୁରକ୍ଷା
✔️ ପରିବାରର ସ୍ଥିର ଭବିଷ୍ୟତ୍
✔️ ଶିକ୍ଷା ଓ ପେନ୍ସନ୍ ପ୍ରୟୋଜନ ପୂରଣ
💼 ବୀମା ଅଭିକର୍ତ୍ତାଙ୍କର ଭୂମିକା
🔹 ଆପଣଙ୍କ ଆବଶ୍ୟକତା ବୁଝି ଠିକ ପଲିସି ପରାମର୍ଶ
🔹 ସମୟୋପଯୋଗୀ ସେବା ଓ ଗାଇଡେନ୍ସ
🔹 କ୍ଲେମ୍ ସମୟରେ ସହଯୋଗ
✨ ଆଜିର ଛୋଟ ନିଷ୍ପତ୍ତି, ଆଗାମୀର ବଡ ସୁରକ୍ଷା
📞 ଆଜି ହିଁ ଆପଣଙ୍କ ବୀମା ପରାମର୍ଶଦାତାଙ୍କ ସହ ଯୋଗାଯୋଗ କରନ୍ତୁ
Mobile number: 9937303723, 9438201199
Chief Life Insurance Advisor
Mr BIRASENA PRADHAN CLIA

19/04/2026

ଆଜି ପ୍ରଭୁ ଶ୍ରୀ ଶ୍ରୀ ପର୍ଶୁରାମ ଙ୍କ ଜନ୍ମ ଏବଂ ଅକ୍ଷୟ ତୃତୀୟା ଅବସରରେ ସମସ୍ତ ଙ୍କୁ ଶୁଭେଚ୍ଛା ଅଭିନନ୍ଦନ,, ଆପଣଙ୍କ ସମସ୍ତ ଧନ ସୁଖ, ଶାନ୍ତି ସମୃଦ୍ଧି, ପ୍ରେମ ସବୁ ଦିନ ଅକ୍ଷୟ ରହୁ,,
ଜୟ ଶ୍ରୀ ରାମ ଜୟ ପ୍ରଭୁ ପର୍ଶୁରାମ,,🚩🚩👏👏👏🚩🚩🚩🚩🚩🕉️

#ବିରସେନପ୍ରଧନ



fans Nila Deep Geniv Luchis Raghunath Jagadala Sankar Kar Ranjeeta Jani Shubhankar Mishra Pinky Chowdhury Lic Chief Life Insurance Advisor.CLIA

19/04/2026

Chammakna he to attam ko paramatma ko mil jaega chhmakaoo karma ko jo zindagi Badal jaiegega ,,
Sarir to mitti me mil jayega,,
JAY Sri Ram Jay shree Ram,✨✨👏👏👏🚩🚩🚩

#ବିରସେନପ୍ରଧନ

fans Laxmikanta Das Shubhankar Mishra Ranjeeta Jani Sankar Kar Human Rathi Daitari Pariari

19/04/2026

Bakth Jab badalte he to Saab ko raag kar deti he ,, isiliye bakth ke Sath kabhi ghamand maat karna,, Raag ho jaoge,,
Jay shree Ram Jay shree Ram ✨🚩🚩🚩✨✨👏👏👏✨✨🚩🚩🚩🚩🚩🚩

#ବିରସେନପ୍ରଧନ

ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ,,ଅଜି ପ୍ରଭୁ ଶ୍ରୀ ଶ୍ରୀ ପର୍ଶୁରାମ ଙ୍କ ଜନ୍ମ ଏବଂ ମା ଅର୍ଣ୍ଣ ଦେବୀ ଅକ୍ଷୟ ତୃତୀୟା ଅବସରରେ ସମସ୍...
19/04/2026

ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ,,

ଅଜି ପ୍ରଭୁ ଶ୍ରୀ ଶ୍ରୀ ପର୍ଶୁରାମ ଙ୍କ ଜନ୍ମ ଏବଂ ମା ଅର୍ଣ୍ଣ ଦେବୀ ଅକ୍ଷୟ ତୃତୀୟା ଅବସରରେ ସମସ୍ତ ଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଅଭିନନ୍ଦନ,,
ଜୟ ଜଗନ୍ନାଥ ଜୟ ପ୍ରଭୁ ଶ୍ରୀ ନୃସିଂହ ନାଥ
🕉️🕉️🕉️🚩🚩🚩🕉️🕉️🕉️

19/04/2026

Kaliyug Nahi Abhi Matlabi Yug Chal Rahahe,, ak bar aapki maan se kar lo ,, samane Bali sabhi dur ho jaie gi,, Jay shree Ram Jay shree Ram radhe radhe 🚩🚩🙏🙏🙏🚩🚩🚩

#ବିରସେନପ୍ରଧନ

Address

Cherangajhanj
Paikmal
BARGARH

Alerts

Be the first to know and let us send you an email when Lic Chief Life Insurance Advisor.CLIA posts news and promotions. Your email address will not be used for any other purpose, and you can unsubscribe at any time.

Share