18/08/2025
⚡️ମାଟ୍ରିକ୍ ଫେଲ ପରେ 17 ବର୍ଷରେ କଲ ସେଣ୍ଟରରେ ମାତ୍ର 8 ହଜାର ଟଙ୍କା ଦରମା ପାଉଥିବା ଏହି ଯୁବକ ଏବେ 8 ହଜାର କୋଟି ଟଙ୍କା କମ୍ପାନୀର ମାଲିକ
⚡️ଆଉ ତାଙ୍କ ଭାଇ ସହ ତାଙ୍କ ସମ୍ପତ୍ତି ପ୍ରାୟ 2 ଶହ କୋଟି!
⚡️’ଜେରୋଧା’ ଷ୍ଟକ୍ ବ୍ରୋକିଂ କମ୍ପାନୀ ଖୋଲି 40 ବର୍ଷରେ ଏହି ସ୍ଥିତିରେ!
#ନିଖିଲ କାମଥ